ପାଇକ ବିଦ୍ରୋହକୁ ମାନ୍ୟତା ଦାବି: ବରୁଣେଇରୁ ବାହାରିଲା ସଶସ୍ତ୍ର ପାଇକ ଶୋଭାଯାତ୍ରା

ଖୋର୍ଦ୍ଧା: ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଓ ପାଇକ ସ୍ମାରକୀ ନିର୍ମାଣ ଜମି ପ୍ରଦାନ କାର୍ଯ୍ୟ ତ୍ୱରାନ୍ୱିତ କରିବା ଦାବିରେ ଆଜି ଖୋର୍ଦ୍ଧା ଜିଲ୍ଲା ଠାରେ ଐତିହାସିକ ବରୁଣେଇ ପୀଠରୁ ଓଡ଼ିଶା ବୀର ମହାସଂଘ ପକ୍ଷରୁ ଏକ ପାଇକ ରାଲି ବାହାରି ଖୋର୍ଦ୍ଧା ସହର ପରିକ୍ରମା କରିଛନ୍ତି। ଆଜି ବରୁଣେଇ ପୀଠରେ ଢ଼େଙ୍କାନାଳ, ଖୋର୍ଦ୍ଧା, ଗଞ୍ଜାମ ଆଦି ବିଭିନ୍ନ ସ୍ଥାନରୁ ପାଇକ ଆଖଡ଼ା ଦଳ, ପାଇକ ଗୁରୁ … Continue reading ପାଇକ ବିଦ୍ରୋହକୁ ମାନ୍ୟତା ଦାବି: ବରୁଣେଇରୁ ବାହାରିଲା ସଶସ୍ତ୍ର ପାଇକ ଶୋଭାଯାତ୍ରା